Jump to content

ନଞ୍ ତତ୍ପୁରୁଷ

ଉଇକିଅଭିଧାନ‌ରୁ

ନଞ୍ ତତ୍ପୁରୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ବ୍ୟାକରଣ) ନିଷେଧାର୍ଥକ ନଞ ଶବ୍ଦ ସଙ୍ଗେ ଅନ୍ୟ ଶବ୍ଦ ଯୁକ୍ତ ହୋଇ ଯେଉଁ ସମାସ ହୁଏ — (grammar) A negative compound

(ଯଥା—ଅବ୍ରାହ୍ମଣ, ଅନିଚ୍ଛା, ଅବୃତ ଏହି ଭାଷାକୋଷରେ ଏଥିର ସାଂକେତିକ ନଞ୍ତତ୍ )