Jump to content

ନଟକଣି

ଉଇକିଅଭିଧାନ‌ରୁ

ନଟକଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲଡ଼ନ=ଝୁଲିବା)

[ସମ୍ପାଦନା]

ଲଟକଣି; ପାଗ ବୋ ଟୋପିରୁ ଲମ୍ୱିଥିବା ଭୁଣ୍ଡି ବା ଫୁଲି — Tassels hanging down from a turban or cap.

ନଟକଣି ହୀରା ଯେ କମ୍ପି ଜନହିଆ କମ୍ପାଇଣ ଥିଲା ନ କରି କିଛି ଦୟା କୃଷ୍ଣସିଂହ. ମହାଭାରତ. ବନ