Jump to content

ନଟତା

ଉଇକିଅଭିଧାନ‌ରୁ

ନଟତା

ଉଚ୍ଚାରଣ

[ସମ୍ପାଦନା]

(ନଟତ୍ୱ—ଅନ୍ୟରୂପ)

ସଂସ୍କୃତ - ବି(ନଟ+ତା)

[ସମ୍ପାଦନା]
୧. ନଟର ଭାବ — ୧. The state of being an actor or dancer.
୨. ନଟର କାର୍ଯ୍ୟ — ୨. The act of a dancer or actor.