ନଟବର
ଦେଖଣା
ନଟବର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ନଟ+ବର—ଶ୍ରେଷ୍ଠ)
[ସମ୍ପାଦନା]- ୧. ଶ୍ରୀକୃଷ୍ଣ —୧. Ṡrīkṛushṇa.
- ୨. ପ୍ରାଧାନ ନଟ —୨. The chief dancer or actor.
- ୩. ଅଭିନୟର ସୁତ୍ରଧାର —୩. Stage manager.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ନୃତ୍ୟପଟୁ; ନାଚିବା ବିଷୟରେ ଦକ୍ଷ — Expert in dancing.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.