Jump to content

ନଟବର ବେଶ

ଉଇକିଅଭିଧାନ‌ରୁ

ନଟବର ବେଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକୃଷ୍ଣଙ୍କର ବେଶବିଶେଷ — A sort of dress of Ṡrīkṛushṇa

[ଦ୍ରଷ୍ଟବ୍ୟ — ଶ୍ରୀକୃଷ୍ଣ ତ୍ରିଭଙ୍ଗ—ମୂର୍ତ୍ତୀ ହୋଇ ବଂଶୀ ଧରି ନାଚିବା ସମୟର ବେଶ କାର୍ତ୍ତିକ ମାସରେ ପୁରୀରେ ଜଗନ୍ନାଥଙ୍କର ଏବଂ ସତ୍ୟବାଦୀରେ ସାକ୍ଷୀଗୋପାଳଙ୍କର ଏ ବେଶ ହୁଏ]