Jump to content

ନଟୀ

ଉଇକିଅଭିଧାନ‌ରୁ

ନଟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନଟ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଅଭିନେତ୍ରୀ — ୧. An actress.
୨. ନର୍ତ୍ତକୀ —୨. Dancing girl.
୩. ବେଶ୍ୟା —୩. Harlot; courtezan; prostitute.
୪. ନଷ୍ଟା ସ୍ତ୍ରୀ —୪. A strumpet.
୫. ନାଟକର ସୁତ୍ରଧାରର ସ୍ତ୍ରୀ; ମୁଖ୍ୟା ନଟୀ — ୫. The chief actrees, regarded as the wife of the stange manager.
୬. ଗୋଦନ୍ତୀ ହରିତାଳ —୬. Red arsenic (Apte).
୭. ନଖୀ ନାମକ ଗନ୍ଧକ ଦ୍ରବ୍ୟ (ହିନ୍ଦୀ - ଶ) — ୭. A medicinal scent; shell.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଟୀକାଳ (ଦେଖ) - —Naṭīkāḻa (See)

ଜଟୀ ଯେ କଦଳୀ ଘୃତ ବନ୍ଦାଇବା ପ୍ରାଚୀ. କ୍ଷୀ ଗୁରୁରକ୍ତି ଗୀତା