ନଟ ନାରାୟଣ
ଦେଖଣା
ନଟ ନାରାୟଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସଙ୍କର ରାଗିଣୀବିଶେଷ — Name of a composite musical air.
[ଦ୍ରଷ୍ଟବ୍ୟ — ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ ଏଥିରେ ସବୁ ଶୁଦ୍ଧ ସ୍ୱର ଲାଗେ ହେମନ୍ତ ଋତୁରେ ରାତି ୨୧: ଦଣ୍ଡଠାରୁ ୨୬: ଦଣ୍ଡ ପର୍ଯ୍ୟନ୍ତ ଏହା ଗେୟ ହନୁମାନଙ୍କ ମତରେ ଏହା ମେଘରାଗର ଓ ଭରତଙ୍କ ମତରେ ଏହା ଦୀପରାଗର ପୁତ୍ର ହିନ୍ଦୀ - ଶବ୍ଦସାଗର]