ନଡ଼ଚଡ଼
ଦେଖଣା
ନଡ଼ଚଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନଡ଼ଚଡ଼
|
ଦେଶଜ - ଅ. (ସଂସ୍କୃତ - ଲଡ଼୍ ଧାତୁ)
[ସମ୍ପାଦନା]କୌଣସି ସ୍ଥାନରୁ ସାମାନ୍ୟ ମାତ୍ର ଘୁଞ୍ଚିବା; ହଲଚଲ; ବିଚଳନ — Moving slightly from one's original posotion; slight shifting of the position; slight deviation.