ନଡ଼ନଡ଼
ଦେଖଣା
ନଡ଼ନଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ନୁଡ଼୍(ଡୁ) ନୁଡ଼୍(ଡ଼ୁ)—ଅନ୍ୟରୂପ]
ଦେଶଜ - ଅ (ସଂସ୍କୃତ - ଲଡ଼୍ ଧାତୁ)
[ସମ୍ପାଦନା]- ୧. ଲଡ଼ ଲଡ଼; ଦୋଦୁଲ୍ୟମାନ — ୧. Oscillating; hanging to and fro; dangling.
- ୨. ହୁଗୁଳା; ଲଡ଼କା; ଶ୍ଳଥ — ୨. Loose; slackened.
ଯାଇଥିଲି ମ; ଦେଖି ଅଇଲି ପରପ଼ଞ୍ଚି; ହାତ ଦୁଇଟା ନଡ଼ ନଡ଼ ଗୋଡ଼ ଦିଇଟା ନଡ଼ ନଡ଼ ଦିଆ ନାଡ଼ର କଳ୍ପିତ ଭକ୍ତି ଶିଶୁବଚନ
- ୩. ଯେ ସିଧା ହେଇ ଠିଆ ହୋଇ ନପାରି ଟଳୁ ଥାଏ; ଟଳ ଟଳ —୩. Shaky; tottering.