ନଡ଼ବଡ଼ି
ଦେଖଣା
ନଡ଼ବଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲାମ୍ପଟ୍ୟ; ଲମ୍ପଟ ସ୍ୱଭାବ — ୧. Adulterous nature.
(ଯଥା— ଇନ୍ଦ୍ରି ନଡ଼ବଡ଼ି)
- ୨. ଖାଦ୍ୟ ଲାଳସା; ଜିଭ ନଡ଼ବଡ଼ିଆ ସ୍ୱଭାବ — ୨. Hankering after food.
(ଯଥା— ହାତ ନଡ଼ବଡ଼ି)
- ୩. ଚୌର୍ଯ୍ୟ ପ୍ରକୃତି; ଚୋରି କରିବା ସ୍ୱଭାବ — ୩. Stealing of pilfering.
(ଯଥା—ହାତ ନଡ଼ବଡ଼ି)
- ୪. ଏପକ୍ଷ ସେ ପକ୍ଷ ଅବଲମ୍ୱନ କରିବା ପ୍ରକୃତି; ଅବ୍ୟବସ୍ଥିତ ପ୍ରକୃତି —୪. Fickle nature.