ନଡ଼ା
ଦେଖଣା
ନଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଡ଼; ନଳ)
[ସମ୍ପାଦନା]- ୧. ଛଣ; ଧାନଗଛର କେଣ୍ଡାବିରହିତ ଫମ୍ପା ଅଂଶ —୧. Straw; hellow stalk of paddy and other plants.
- ୨. ସାରୁଗଛର ପତ୍ରବିରହିତ ଅଂଶ — ୨. The leafless stem of taro plant.
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲଢ଼ାଇ)
[ସମ୍ପାଦନା]ମଲ୍ଲମାନଙ୍କ ଲଢ଼ିବା — Athletic fight.