Jump to content

ନଡ଼ିଆ ଆଖି

ଉଇକିଅଭିଧାନ‌ରୁ

ନଡ଼ିଆ ଆଖି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଡ଼ିକେଳ+ଅକ୍ଷି)

[ସମ୍ପାଦନା]

ନଡ଼ିଆ ଫଳରୁ କତା ପଢ଼ାଯିବା ପରେ ଯେଉଁ ବର୍ତ୍ତୁଳ ବୀଜ ରହେ ତହିଁ ଉପରେ ଥିବା ଆଖି ପରି ୩ଟି କ୍ଷୁଦ୍ର ଚିହ୍ନ —The three round marks representing holes on the head of a cocoanut fruit after it is shorn of its rind.

[ଦ୍ରଷ୍ଟବ୍ୟ — ଏହି ଆଖି ତିନୋଟି ମଧ୍ୟରୁ ଗୋଟି ଅତି କୋମଳ ଓ ୨ଟି ନିଦା; ସେହି କୋମଳ ଅଖିର ଆବରଣକୁ ଛଡ଼ାଇ ଦେଲେ ବା ଫୁଟାଇ ଦେଲେ ନଡ଼ିଆରେ ଗୋଟିଏ ଛିଦ୍ର ହୋଇଯାଏ ସେହି ସଛିଦ୍ର ଆଖି ବାଟେ ନଡ଼ିଆରୁ ଗଜା ବାହାରେ ଓ ସେହି ଛିଦ୍ର ବାଟେ ନଡ଼ିଆ ମଧ୍ୟରୁ ଶଷ କୋରି ଲୋକୋ ନଡ଼ି କୁମ୍ପା ତିଆରି କରନ୍ତି ଓ ସେହି ଛିଦ୍ର ବାଟେ ହୁକାର ନଇଚା (ନଳ) ପୁରାନ୍ତି]