Jump to content

ନଡ଼ିଆ କୁମ୍ପା

ଉଇକିଅଭିଧାନ‌ରୁ

ନଡ଼ିଆ କୁମ୍ପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନଡ଼ିଆ କୁମ୍ପୀ—ଛୋଟ ଆକାର)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୋତଲ ରୂପେ ବ୍ୟବହୃତ ଫମ୍ପା ନଡ଼ିଆ — A pot made by scrooping off the kernel out of a cocoanut through the bore on its head.

[ଦ୍ରଷ୍ଟବ୍ୟ —ନଡ଼ିଆ ଫଳର ମୁଣ୍ଡ ଉପରେ ଥିବା ଛିଦ୍ର ବାଟେ ତହିଁ ମଧ୍ୟସ୍ଥ ଶସକୁ କୋରି ବାହାର କରି ସେହି ଫମ୍ପା ନଡ଼ିଆରେ ନାସ, ଗୁଣ୍ଡି, ତେଲ, ଚୁଆ ଆଦି ରଖାଯାଏ ଏହିପରି ବଡ଼ ବଡ଼ ଫମ୍ପା ନଡିଆକୁ କୁମ୍ପା ଓ ସାନ ସାନ ଗୁଡ଼ିକୁ କୁମ୍ପୀ ବୋଲାଯାଏ ସତ୍ୟବାଦୀ ଅଞ୍ଚଅଚଳରେ ନଡ଼ିଆ ଭିତର କୋରି କୁମ୍ପା ତିଆରି କରିବା ବ୍ୟବସାୟୀ ଜାତିକୁ 'ଭଡ଼କେଇତା' ବୋଲାଯାଏ ଏହି ନଡ଼ିଆ କୁମ୍ପା ମଧ୍ୟ ହୁକ୍କାର ଜଳାଧାର ହୁଏ]