ନଡ଼ିଆ କୋରା
ଦେଖଣା
ନଡ଼ିଆ କୋରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଡ଼ିଆ କୋରା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନଡ଼ିଆଫାଳରୁ କେରଣା ସାହାଯ୍ୟରେ କାରାଯାଇଥିବା ଶସ —The kernel scrooped off from the cocoanut copra.
[ଦ୍ରଷ୍ଟବ୍ୟ — ଏହା ପିଠାର ପୂରରୂପେ ବ୍ୟବହୃତ ହୁଏ ଏବଂ ଏହାକୁ ଚୁପୁଡ଼ଲେ ଯେଉଁ ରସ ବାହାରେ ସେଥିରୁ ନଡ଼ିଆ ଘିଅ ହୁଏ]
- ୨. କୋରା ନଡ଼ିଆ ଗୁଡ଼ ଆଦିରେ ପାଗ ହୋଇ ପ୍ରସ୍ତୁତ ହେବା ମିଠେଇ ବା ମୋଦକବିଶେଷ — ୨. Sweetmeats prepared by boiling cocoanut kernel and sugar.