Jump to content

ନଡ଼ିଆ ଖୋସା

ଉଇକିଅଭିଧାନ‌ରୁ

ନଡ଼ିଆ ଖୋସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଡ଼କେଳ+କୋଷ)

[ସମ୍ପାଦନା]

ଯେଉଂ ଖଡ୍ଗାକାର ପୁଷ୍ପକୋଷ ମଧ୍ୟରୁ ନଡ଼ିଆ ଫୁଲର ଚଅଁର ବାହାରେ —The scabbard-like covering or sheath from which bunches of flowers of cocoanut come out.

[ଦ୍ରଷ୍ଟବ୍ୟ — ଏଥିରୁ ଚଅଁର ବାହାରିବା ପୂର୍ବରୁ ଏହାର ଅଗ କାଟିଲେ ଯେଉଁ ରସ ବାହାରେ ତହିଁରୁ ତାଡ଼ି ଓ ଗୁଡ଼ ହୁଏ ଏହାର ଧୂଆଁରେ ମଶାମାନେ ପଳାଇ ଯାଆନ୍ତି]