ନଡ଼ିଆ ତାଡ଼
ଦେଖଣା
ନଡ଼ିଆ ତାଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଡ଼ିଆ ତାଡ଼
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗଜା ହୋଇ ପତ୍ର ମିଳିଥିବା ନିଡ଼ିଆ ଗଛ — Coconut seedlings of which the leaves have come out.
[ଦ୍ରଷ୍ଟବ୍ୟ —ଏହାକୁ ଏକାଧିକାବାର ତାଡ଼ିବାକୁ ହୁଏ ବୋଲି ଏହାର ନାମ ତୋଡ଼ା ହେଇଅଛି ନଡ଼ିଆ ଛୋରାର ପତ୍ର ଫିଟି ଗଲେ ତାହା ଏକାଧିକାର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆ ଯାଇ ଭୂମିରେ ପୋତା ହୁଏ ଉକ୍ତ ତାଡ଼ ଗଲେ ତାହାକୁ ସ୍ଥାୟୀଭାବରେ ବଗିଚା ଆଦିରେ ରୋପଣ କରିବାକୁ ହୁଏ]