Jump to content

ନଡ଼ିଆ ନାସି

ଉଇକିଅଭିଧାନ‌ରୁ

ନଡ଼ିଆ ନାସି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ନାରୀକେଳ+ନାସିବା) ଚଅଁରରୁ ଛିଣ୍ଡା ହେବା ଡେମ୍ଫଲଗା ନଡ଼ିଆର ଦ୍ୱିଶାଖାଯୁକ୍ତ

ଅନୁବାଦ

[ସମ୍ପାଦନା]
ଡ଼େମ୍ଫ —The stalk which joins the cocoanut to the branch.

[ଦ୍ରଷ୍ଟବ୍ୟ —ନାସିଲଗା ନଡ଼ିଆ ଶୁଭକର୍ମାଦି ଉପଲକ୍ଷରେ କଳସ ଉପରେ ରଖାଯାଏ]