ନଡ଼ିଆ ବରଡ଼ା
ଦେଖଣା
ନଡ଼ିଆ ବରଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଡ଼ିଆ ବରଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନଡ଼ିଆ ବାହୁଙ୍ଗାର ଦୁଇ ପାଖରେ ଲାଗିଥିବା ପତ୍ର —୧. Cocoanut leaves.
- ୨. ନଡ଼ିଆ ବାହୁଙ୍ଗା — ୨. Cocoanut branches.
[ଦ୍ରଷ୍ଟବ୍ୟ —ନଡ଼ିଆପତ୍ର ବା ବରଡ଼ା ଜାଳ ହୁଏ ଏବଂ ଏହାର ମେରୁ— ଦଣ୍ଡ ଖଡ଼ିକା ହୁଏ ଗୁଡ଼ିଏ ନଡ଼ିଆ ବରଡ଼ା ବିଡ଼ାକରି ବାନ୍ଧିଲେ ତାହା ମସାଲର କାର୍ଯ୍ୟ କରେ ସଧାରଣତଃ ନଡ଼ିଆ ଗଛର ପତ୍ରମୟ ଡ଼ାଳରୁ ବାହୁଙ୍ଗା ଓ କେବଳ ପତ୍ରକୁ ବରଡ଼ା ବୋଲାଯାଏ ତାଳ ସମ୍ୱନ୍ଧେ ମଧ୍ୟ ଏହିତା]