Jump to content

ନଡ଼ିଆ ଲଢ଼େଇ

ଉଇକିଅଭିଧାନ‌ରୁ

ନଡ଼ିଆ ଲଢ଼େଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୁଇଟି ନଡ଼ିଆ ଫଳକୁ ପରସ୍ପର ବିପରୀତ ଦିଗରୁ ଭୂମିରେ ଗଡ଼ାଇ ଫଳଦ୍ୱୟ ପରସ୍ପରକୁ ଅତି ଜୋର୍ରେ ଆଗାତ କରିବା ରୂପ କ୍ରୀଡ଼ା — A game with ୨ cocoanut made to roll and strike each other from opposites directions violently.

[ଦ୍ରଷ୍ଟବ୍ୟ —ଏଥିରେ ଦୁଇ ଜଣ ବ୍ୟକ୍ତି ପରସ୍ପର ଦିଗରେ ଠିଆ ହୋଇ ବା ବସି ଜୋର୍ରେ ଆପଣା ଆପଣା ନଡ଼ିଆକୁ ଗଡ଼ାଇ ଦିଅନ୍ତି ନଡ଼ିଆ ଦୁଇଟିର ପରସ୍ପର ଆଗାତରେ ଯାହାର ନଡ଼ିଆଟି ଫାଟି ଯାଏ ସେ ଖେଳରେ ହାରିଯାଏ ଗହ୍ମାପୂର୍ଣ୍ଣିମା ସମୟରେ ସାଧାରଣ ଲୋକଙ୍କ ମଧ୍ୟରେ ବହୁତ ନଡ଼ିଆ ଲଢ଼େଇ କରାଯାଏ]