Jump to content

ନଡ଼ିଆ ଲୋଧା

ଉଇକିଅଭିଧାନ‌ରୁ

ନଡ଼ିଆ ଲୋଧା

ଉଚ୍ଚାରଣ

[ସମ୍ପାଦନା]

(ନଡ଼ିଆ ନୋଦା(ଧା)—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଡ଼ିଆଗଛର ଗଣ୍ଡିକୁ ଦୁଇ ଫାଳ କରି ଫାଳର ମଧ୍ୟଭାଗରୁ ଅନ୍ତି ଯାକ ରାମ୍ପି ବାହାର କରିଦେଲା ପରେ ଯାହା ପାଣିନଳାରୂପେ ବ୍ୟବହୃତ ହୁଏ —The scrooped half of the trunk of a cocoanut tree used for conveying water droppings from eaves or water to irrigate fields.