ନଡିଆ ଖଡ଼ିକା
ଦେଖଣା
ନଡିଆ ଖଡ଼ିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଡିଆ ଖଡ଼ିକା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନଡ଼ିଆ ପତ୍ରର ଟାଣୁଆ ସରୁ ମେରୁଦଣ୍ଡ — The selnder and hard ribs of cocoanut leaves.
[ଦ୍ରଷ୍ଟବ୍ୟ —ଏଥିରେ ପହଁରା, ଖଇଞ୍ଚି, ମୁଗୁରା, ପରଦା, ଚଢେଇ ରଖିବା ପଞ୍ଜୁରୀ ଓ ଭଜାଭଜି ଖଡ଼ିବା ଆଦି ଅନେକ ପ୍ରୟୋଜନୀୟ ପଦାର୍ଥ ପ୍ରସ୍ତୁତ ହୁଏ]