Jump to content

ନଣନ୍ଦ ପୋଟଳି

ଉଇକିଅଭିଧାନ‌ରୁ

ନଣନ୍ଦ ପୋଟଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନଣନ୍ଦ ପୁଟ(ଟୁ)ଳୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନନନ୍ଦା ଓ ପୋଟଳ=ପୁଡ଼ା)

[ସମ୍ପାଦନା]

କନ୍ୟା ବର ଘରକୁ ପ୍ରଥମେ ଆସି ପହଞ୍ଚିବା ସମୟରେ ବରଙ୍କ ଭଉଣୀଙ୍କୁ ଦେବା ବସ୍ତ୍ରାଦି ଉପଢ଼ୌକନ — The present of cloth etc given to the husband's sister by the bride when first entering the husband's house.

[ଦ୍ରଷ୍ଟବ୍ୟ —କନ୍ୟା ପ୍ରଥମେ ବର ଘରେ ପ୍ରବେଶ କରିବାବେଳେ ନଣନ୍ଦ ତାକୁ ଓଗାଳେ ସେ ବସ୍ତ୍ରାଦି ଉପଢ଼ୌକନ ପାଇଲେ କନ୍ୟାର ମୁହଁରେ ଟିକିଏ ଦହି ଲଗାଇ ଦେଇ ତାକୁ ଆଲିଙ୍ଗନ କରେ ଓ ବାଟ ଛାଡ଼ି ଦିଏ

ଭାଉଜ ନଣନ୍ଦ ପାଇଁ ସିନ୍ଦୁର, ଫରୁଆ, ପାନିଆଁ, କାଚ, ଅଳତା ଆଦି ଯେଉଁ ଛୋଟ ପେଡ଼ିରେ ଆଣି ଥାଏ ତାହା ଓ ତହିଁ ସହିତ ଥିବା ବସ୍ତ୍ର ଖଣ୍ଡ ନଣନ୍ଦ ପୋଟଲ ନାମରେ ଖ୍ୟାତ ]