ନତ
ଦେଖଣା
ନତ
ଉଚ୍ଚାରଣ
[ସମ୍ପାଦନା](ନତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ନମ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ପ୍ରଣତ; ପ୍ରଣାମକାରୀ —୧. Bowing.
- ୨. ଲମ୍ୱ ହୋଇ ଶୋଇଥିବା — ୨. Lying low; prostrate.
- ୩. ନିମ୍ନ ମୁଖ; ଲଇଁ ପଡ଼ିଥିବା; ଅବନତି — ୩. inclined; bent down; drooping; bowed down.
- ୪. କୁଟିଳ —୪. Crooked.
- ୫. ବିନୀତ; ନମ୍ର —୫. Humble.
- ୬. ନମନୀୟ —୬. Pliant.
- ୭. ବକ୍ର —୭. Bent.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯାମ୍ୟୋତ୍ତର ବୃତ୍ତଠାରୁ କୌଣସି ଗ୍ରହର ଦୂରତ୍ୱ — ୧. The distance of a planet from the meridian (Apte).
- ୨. ଯାମ୍ୟୋତ୍ତର ବୃତ୍ତର ସଂକ୍ରମଣଠାରୁ ଆକାଶର ମଧ୍ୟ ବିନ୍ଦୁର ଦୂରତ୍ୱ —୨. The zenith distance at a meridian transit (Apte).