ନତନାଡ଼ୀ
(ନତନାଡ଼ିକା—ଅନ୍ୟରୂପ)
ଦିନ ଦ୍ୱିପ୍ରହର ପରେ ବା ରାତ୍ରି ଦ୍ୱିପ୍ରହର ପରେ କୌଣସି ସନ୍ତାନ ଭୂମିଷ୍ଠ ହେବାର ସମୟ — Any hour of birth after noon or before midnight (Apte).