ନତବଦନ
(ନତବଦନା—ସ୍ତ୍ରୀ)
ଯେ ଲଜ୍ଜା ବା ଆଜ୍ଞା ପାଳନଜନିତ ନମ୍ରତା ଯୋଗୁଁ ମୁଣ୍ଡ ନୁଆଇଁ ଥାଏ; ଅଧୋମୁଖ —With head bowed down; down-faced.
ତଳକୁ ହୋଇଥିବା ମୁହଁ; ନତମୁଖ — Head bent low.