ନତବ୍ରତ
ବ୍ରତବିଶେଷ — A religious observance.
ହେମନ୍ତ ଦେଖିଣ ଊଷତ, ସକଳେ କଲେ ନତବ୍ରତ ଜଗନ୍ନାଥ. ଭାଗବତ
[ଦ୍ରଷ୍ଟବ୍ୟ —ଏହି ବ୍ରତ ୧ ମାସ କରାଯାଏ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପେ ପାଇବା ପାଇଁ ଏ ବ୍ରତ କରଥିଲେ ଏଥିରେ ସୁଦ୍ଧପୁତ ଭାବରେ ଦୁର୍ଗାଙ୍କୁ ଆରାଧନା କରି ହବିଷ୍ୟ କରାଯାଏ]