ନତାଂଶ
ଦେଖଣା
ନତାଂଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନତଭାଗ (ଦେଖ) - ୧. Nata bhāga (See)
- ୨. (ଜ୍ୟୋତିଷ) ଏକ ବୃତ୍ତ, ଯହିଁରେ କେନ୍ଦ୍ର ଭୂକେନ୍ଦ୍ରରେ କଳ୍ପିତ ଓ ଯାହା ବିଷୁବତ୍ ରେଖା ଉପରେ ଲମ୍ୱଭାବରେ ରହେ (ଏହି ବୃତ୍ତ ଗୃହ ନକ୍ଷତ୍ରମାନଙ୍କର ଅବସ୍ଥିତି ନିର୍ଣ୍ଣୟ ପାଇଁ କଳ୍ପିତ ହୁଏ—ହିନ୍ଦୀ - ଶ.) — (Astronomy) An imaginary circle cutting the equinox at right angles.