Jump to content

ନତି

ଉଇକିଅଭିଧାନ‌ରୁ

ନତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ ଧାତୁ+ଭାବ. ତି)

[ସମ୍ପାଦନା]
୧. ନମନ; ନଇଁବା — ୧. Bending; stooping.
୨. ନମ୍ରତା —୨. Pliability; flexibility.


୩. ନମସ୍କାର —୩. Bowing; obeisance; a bow.
୪. ବକ୍ରତା —୪. Crookedness; curvature.
୫. ଆକର୍ଷଣ —୫. Attraction.
୬. (ବ୍ୟାକରଣ) ବ୍ୟାକରଣ ନିୟମ ଅନୁସାରେ ଦନ୍ତ୍ୟ— ବର୍ଣ୍ଣର ଜିହୋଚ୍ଚାରିତ ବର୍ଣ୍ଣରୂପେ ପରିବର୍ତ୍ତନ — ୬. (grammer) The change of a dental into a lingual letter (Apte).
୭. ଜ୍ୟୋତିଷର ଏକପ୍ରକାର ଗଣନା (ହିନ୍ଦୀ - ଶବ୍ଦସାଗର) — ୭. (astronomy) Parallax in latitude (Apte).