ନଥ
ଦେଖଣା
ନଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଟ ଧାତୁ=ଦୋଦୁଲ୍ୟମାନ ହେବା; ତୁଳ. ସଂସ୍କୃତ - ନସ୍ତ =ନାକ ଓ ନସ୍ତା=ପଶୁମାନଙ୍କ ନାକରେ କରଯିବା ଛିଦ୍ର ଓ ନାଥ=ପଶୁଙ୍କ ନାକ ପୋଡ଼ା ହୋଇ ତହିଁରେ ଗଳାଯାଇ ଥିବା ଦଉଡ଼ି)
[ସମ୍ପାଦନା]ନୋଥ (ଦେଖ) - Notha (See)
ଭଲା ମୋତି ଝଲକ ଝୁଲା ବାସବରତନ ନଥ ନରତନ ରସିବା ନାସିକା ପୁଟ ଉଲ୍ଲସା କବିସୂର୍ଯ୍ୟ. ସଙ୍ଗୀତ