Jump to content

ନଥି ତଲବ

ଉଇକିଅଭିଧାନ‌ରୁ

ନଥି ତଲବ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ) (ହିନ୍ଦୀ - ନଥି+ତଲବ)

[ସମ୍ପାଦନା]

ଅଦାଲତରେ କୌଣସି ମକଦ୍ଦମା ବିଚାର— ବେଳେ ଅନ୍ୟ ଅଦାଲତ ଆଦିରୁ କିମ୍ୱା ସେହି ଅଦାଲତରୁ ଏ ମକଦ୍ଦମା ପ୍ରମାଣ ନିମିତ୍ତ କୌଣସି ସରକାରୀ ନଥି ଉପସ୍ଥାପିତ ହେବା ନିମନ୍ତେ ଆଦେଶ —Calling for a certain public record or part of a rebuant record from another place during the trial of a case.

[ଦ୍ରଷ୍ଟବ୍ୟ —କୌଣସି ପକ୍ଷ ନଥି ତଲବ କରିବାରୁ ହାକିମଙ୍କ ପଖେ ଦରଖାସ୍ତ କଲେ ପ୍ରାର୍ଥିତ ନଥି ବିଚାର ଅଦାଲତକୁ ଅଣାଯିବା ପାଇଁ ଉକ୍ତ ପକ୍ଷକୁ ନିର୍ଦ୍ଧାରିତ ଫିସ୍ (ତଲବାନା) ଦାଖଲ କରିବାକୁ ପଡ଼େ]