Jump to content

ନଥି ତଲବଏଫିଡ଼େବିଟ୍

ଉଇକିଅଭିଧାନ‌ରୁ

ନଥି ତଲବଏଫିଡ଼େବିଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (କଚିରିଆ ଭାଷା) (ହିନ୍ଦୀ - ନତ୍ଥ; ଆରବୀ - ତଲବ; ଇଂରାଜୀ - ଏଫିଡ଼େଭିଟ୍)

[ସମ୍ପାଦନା]

କୌଣସି ମକଦ୍ଦମାର ପକ୍ଷମାନେ ସ୍ଥାନା— ନ୍ତରରୁ କୌଣସି ନଥି ତଲବ କରିବା ପାଇଁ ହାକିମଙ୍କ ନିକଟରେ ପ୍ରର୍ଥନା କଲେ ଉକ୍ତ ପ୍ରର୍ଥନା ସଙ୍ଗେ ପକ୍ଷଠାରୁ ନିଆଯିବା ହଲପାନ୍ ସୁକୁତି ପତ୍ର — Affidavit or sworn statement required. to be field y a party who files a petition for calling for a certain record from another Court.