ନଥି ତଲବିରୋବ କାରି
ଦେଖଣା
ନଥି ତଲବିରୋବ କାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଥି ତଲବିରୋବ କାରି
|
ଦେଶଜ - ବିଶେଷ୍ୟ - (କଚିରିଆଭାଷା)
[ସମ୍ପାଦନା]କୌଣସି ସିରସ୍ତିରୁ ଆବଶ୍ୟକ ନଥି ତଲବ କରାଗଲେ ତଲବ କରିବା ହାକିମଙ୍କଠାରୁ ନଥି ଥିବା ଅଫିସରଙ୍କ ନିକଟକୁ ପଠାଯିବା ଆଦେଶ— ପତ୍ର —An order sent from the court (which calls for a record) to the officer who is in charge of the record.