ନଥି ପେଶ୍ କରିବା
ଦେଖଣା
ନଥି ପେଶ୍ କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନଥି ପେଶ୍ କରିବା
|
ଦେଶଜ - କ୍ରି. (କଚିରିଆ ଭାଷା; ହିନ୍ଦୀ - ନତ୍ଥି+ଆରବୀ - ପେଶ୍)
[ସମ୍ପାଦନା]କୌଣସି ନଥିକୁ ହାକିମଙ୍କ ନିକଟ ଉପସ୍ଥାପିତ କରିବା —To put up a file or recoed before a court or an officer.