ନଥି ଫଏସଲ୍ କରିବା
ଦେଖଣା
ନଥି ଫଏସଲ୍ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଥି ଫଏସଲ୍ କରିବା
|
(ନଥି ସାଫ କରିବା—ଅନ୍ୟରୂପ)
ଦେଶଜ - କ୍ରି. (କଚିରିଆ ଭାଷା; ହିନ୍ଦୀ - ନଥି+ ଫାରାସୀ - ଫୈସଲା)
[ସମ୍ପାଦନା]ନଥି ସଂକ୍ରାନ୍ତ ମକଦ୍ଦମାମାନଙ୍କର ମୀମାଂସା କରିବା — To clear off one's files; to dispose of all the cases on the file.