ନଥି ଫାଇଲ୍ କରିବା
ଦେଖଣା
ନଥି ଫାଇଲ୍ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଥି ଫାଇଲ୍ କରିବା
|
ନଥିଭୁକ୍ତକରିବା, ନଥି ସାମିଲ କରିବା, ନଥିସାତ୍ କରିବା ଅନ୍ୟରୂପ
ଦେଶଜ - କ୍ରି. (କଚିରିଆ ଭାଷା; ହିନ୍ଦୀ - ନଥି+ଇଂରାଜୀ - ଫାଇଲ)
[ସମ୍ପାଦନା]କୌଣସି କାଗଜକୁ ତତ୍ ସମ୍ପର୍କୀୟ ନଥିର ତାଡ଼ାରେ ରଖିବା; ରେକର୍ଡ଼— ଭୁକ୍ତକରିବା —To keep a paper in the respective file; to file with the record.