Jump to content

ନଦ

ଉଇକିଅଭିଧାନ‌ରୁ

ନଦ

ଉଚ୍ଚାରଣ

[ସମ୍ପାଦନା]
(ନଦୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ନଦ୍ ଧାତୁ+କର୍ତ୍ତୃ. ଅ; ଯାହା ଜଳସ୍ରୋତ ଯୋଗୁ ନିରନ୍ତର ନାଦ କରେ)

[ସମ୍ପାଦନା]

ସ୍ରୋତବିଶିଷ୍ଟ ଜଳପ୍ରବାହ — A river.

[ଦ୍ରଷ୍ଟବ୍ୟ —ନଦ ଓ ନଦୀର ଏକ ଅର୍ଥ, ମାତ୍ର 'ନଦ' ପୁଂଲିଙ୍ଗ ଏବଂ 'ନଦୀ' ସ୍ତ୍ରୀଲିଙ୍ଗ ଯେଉଁ ସ୍ରୋତର ଅଧିଷ୍ଠାତ୍ରୀ ଦେବତା ପୁଂ. ବାଚକ ତାହା ନଦ ଏବଂ ଯାହାର ଦେବତା ସ୍ତ୍ରୀ ବାଚକ ତାହା ନଦୀ ନାମରେ ଖ୍ୟାତ, ଯଥା—ସିନ୍ଧୁ, ବ୍ରହ୍ମପୁତ୍ର, ଶୋଣଭଦ୍ର ଆଦି 'ନଦ' ଏବଂ ଗଙ୍ଗା, ଯମୁନା, ସରସ୍ୱତୀ ଆଦି 'ନଦୀ' କୌଣସି ଭୂଖଣ୍ଡରେ ମଧ୍ୟ ଓ ପୂର୍ବଗାମୀ ସ୍ରୋତମାନ 'ନଦୀ' ଏବଂ ପଶ୍ଚିମଗାମୀ ସ୍ରୋତମାନେ 'ନଦ' ନାମରେ କଥିତ ହୁଅନ୍ତି; କିନ୍ତୁ ନର୍ମଦା ପଶ୍ଚିମବାହିନୀ ସ୍ରୋତ ହେଲେହେଁ 'ନଦୀ' ନାମରେ ଖ୍ୟାତ]