ନଦିଆ
ଦେଖଣା
ନଦିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ନବଦ୍ୱୀପ)
[ସମ୍ପାଦନା]- ୧. ବଙ୍ଗଦେଶର ଗୋଟିଏ ଜିଲ୍ଲା ଓ ସହର —୧. Name of a district and town in Bengal.
[ଦ୍ରଷ୍ଟବ୍ୟ —ଏଠାରେ ମହାତ୍ମା ଶ୍ରୀ ଚୈତନ୍ୟ ଜନ୍ମଗ୍ରହଣ କରିଥିଲେ ଚୈତନ୍ୟଙ୍କ ଜନ୍ମ ଓ ଆଦ୍ୟଲୀଳାଭୂମି ବୋଲି ଆଧୁନିକ ବୈଷ୍ଣବମାନେ ଏହାକୁ ଗୋଟିଏ ପ୍ରଧାନ ତୀର୍ଥ ଜ୍ଞାନ କରନ୍ତି]
- ୨. ଏକପ୍ରକାର ଧାନ — ୨. Name of a kind of paddy.