ନଦୀଜ୍ଞ
ଦେଖଣା
ନଦୀଜ୍ଞ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନଦୀ+ଜ୍ଞା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଯେଉଁ ବ୍ୟକ୍ତି ନଦୀର ଗଭୀରତା ସମ୍ୱନ୍ଧରେ ଅଭିଜ୍ଞ ଥିବାରୁ ନଦୀରେ ନୌକା, ଜାହାଜ ଆଦିକୁ ବାଟ କଢ଼ାଏ; କଢ଼ୁଆଳ —A pilot.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ନଦୀର ଗଭୀରତା ଓ ବିଷମ ସମ୍ୱନ୍ଧରେ ଅଭିଜ୍ଞ — Familiar with the depth, rapids and dangerous spots of a river.