Jump to content

ନଦୀନ

ଉଇକିଅଭିଧାନ‌ରୁ

ନଦୀନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନଦୀ+ଇନ୍=ପ୍ରଭୁ)

[ସମ୍ପାଦନା]
୧. ସମୁଦ୍ର — ୧. The sea.
୨. ବରୁଣ —୨. The God of the sea.
୩. ବରୁଣ ଗଛ (ଦେଖ) - ୩. Baruṇa (tree) (See)
(ନଦୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନ+ଦୀନ)

[ସମ୍ପାଦନା]

ଯେ ଦୀନ ଅର୍ଥାତ୍ ଦରିଦ୍ର ନୁହେ; ଦୀନ ଭିନ୍ନ (ବ୍ୟକ୍ତି) —Not poor.