Jump to content

ନଦୀଭାବ

ଉଇକିଅଭିଧାନ‌ରୁ

ନଦୀଭାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନଦୀ+ଭୂ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ନଦୀରୁ ଉତ୍ପନ୍ନ — Produced from a river.

(ନଦୀଭବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୈନ୍ଧବ ଲୁଣ (ହିନ୍ଦୀ - ଶବ୍ଦସାଗର) (ଦେଖ) - S&aline;i̱ndhaba salt (See)