ନଦୀମାତୃକ
ଦେଖଣା
ନଦୀମାତୃକ
ଉଚ୍ଚାରଣ
[ସମ୍ପାଦନା](ଦେବମାତୃକ—ବିପରୀତ)
(ନଦୀମାତୃକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନଦୀ+ମାତୃ+କ; ଯେଉଁ ସ୍ଥାନର ନଦୀ ମାତୃସ୍ୱରୂପ)
[ସମ୍ପାଦନା]ଯେଉଁ ଦେଶରେ ନଦୀଜଳ ସାହାଯ୍ୟରେ ଶସ୍ୟାଦି ଉତ୍ପନ୍ନ ହୁଏ —(a country) Watered by rivers; river-irrigated (area).
[ଦ୍ରଷ୍ଟବ୍ୟ —ବୃଷ୍ଟିଜଳଦ୍ୱାରା ଯେଉଁ ଦେଶରେ ଶସ୍ୟ ଉତ୍ପନ୍ନ ହୁଏ ତାକୁ ଦେବମାତୃକ ଦେଶ କହନ୍ତି]