Jump to content

ନଦୀଷ୍ଣ

ଉଇକିଅଭିଧାନ‌ରୁ

ନଦୀଷ୍ଣ

ଉଚ୍ଚାରଣ

[ସମ୍ପାଦନା]
(ନଦୀଷ୍ଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନଦୀ+ସ୍ନା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ନଦୀରେ ସ୍ନାନ କରେ — ୧. Bathing in a river.
୨. ନଦୀଜ୍ଞ (ଦେଖ) - —୨. Nadījn̄a (See)