ନଦୀ ଦୋହ
ନଈ ମାସୁଲ; ନଈ ପାର ହେବା ଲୋକ ପାରି କରିବା ବ୍ୟକ୍ତିକୁ ଯେଉଁ ଶୁଳ୍କ ଦିଏ (ହିନ୍ଦୀ - ଶବ୍ଦସାଗର) — Ferry-toll; fees levied for ferrying people across a river.