ନଦୀ ନିଷ୍ପାବ
ଦାଳୁଅ ଧାନ (ହିନ୍ଦୀ - ଶବ୍ଦସାଗର) — Summer-paddy.
[ଦ୍ରଷ୍ଟବ୍ୟ —ଏ ଧାନର ଚାଉଳ କଷାଳିଆ, ବଗଡ଼ା, ରୁକ୍ଷ, ବାତ ଓ କଫ ଉତ୍ପାଦକ ଓ ବିଷଦୋଷନାଶକ—ହିନ୍ଦୀ - ଶବ୍ଦସାଗର]