ନନନ୍ଦା
ଦେଖଣା
ନନନ୍ଦା
ଉଚ୍ଚାରଣ
[ସମ୍ପାଦନା](ନନାନ୍ଦା—ଅନ୍ୟରୂପ)
ନନନ୍ଦୃପତି, ନନାନ୍ଦୃପତି,ପୁଂ=ନଣନ୍ଦେଇ
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ନନନ୍ଦୃ ଶବ୍ଦର ୧ମା. ୧ବ. ନ=ନହେଁ+ ନନ୍ଦ୍ ଧାତୁ=ଆନନ୍ଦତ ହେବା+ଅ+ସ୍ତ୍ରୀ. ଆ; ଯେ ଭାଉଜ ପ୍ରତି ପ୍ରସନ୍ନା ହୁଏ ନାହିଁ; ଘରକୁ ଭାଉଜ ଆସିଲେ ଯାହାଠାରୁ ଭାଇଙ୍କ ସ୍ନେହ କମିଯାଏ ଏଥିପାଇଁ ନବାଗତ ବଧୂକୁ ପ୍ରଥମ ଗୃହପ୍ରବେଶ କାଳରେ ନଣନ୍ଦ ବାଟ ଓଗାଳେ ଓ କିଛି:ଲାଞ୍ଚ ପାଇଲେ ବାଟ ଛାଡ଼େ)
[ସମ୍ପାଦନା]ନଣନ୍ଦ; ଭର୍ତ୍ତୃଭଗିନୀ —Husband's sister.