ନନୀ
ଦେଖଣା
ନନୀ
ଉଚ୍ଚାରଣ
[ସମ୍ପାଦନା](ନନ୍ନୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ସଂସ୍କୃତ - ନବନୀତ)
[ସମ୍ପାଦନା]- ୧. ନହୁଣୀ; ନବନୀତ — ୧. Butter.
- ୨. ରଜାଝିଅ; ଜେମା; ରାଜଜେମା —୨. A term of endearment used to a king's daughter.
- ୩. ଦୁଲଣା; ଗେହ୍ଲାଝିଅ —୩. A petted daughter.
- ୪. ପ୍ରାଦେଶିକ - (ସମ୍ୱଲପୁର) ବି—ବ୍ରାହ୍ମଣକନ୍ୟା — ୪. A term used to a Brāhmaṇa's daughter.
[ଦ୍ରଷ୍ଟବ୍ୟ —ସମ୍ୱଲପୁରର କେତେକ ଅଞ୍ଚଳରେ ବ୍ରାହ୍ମଣ କନ୍ୟାକୁ 'ନନୀ' ଓ ଶୂଦ୍ର କନ୍ୟାକୁ 'ବୁଈ' ବୋଲି ଡାକନ୍ତି]