Jump to content

ନନୁ

ଉଇକିଅଭିଧାନ‌ରୁ

ନନୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ନ+ନୁଜ୍ ଧାତୁ=ପ୍ରେରଣ କରିବା+କର୍ତ୍ତୃ. ଉ)

[ସମ୍ପାଦନା]

(ପ୍ରଶ୍ନ, ସ୍ୱୀକାର, ସନ୍ଦେହ, ନିଶ୍ଚୟ, ଅନୃନୟ, ବିରୋଧ ଓ ଆମନ୍ତ୍ରଣ—ଅର୍ଥବୋଧକ) ତ —(interjection) A word of emphasis (used in questioning, admitting, doubting, requsting drawing attention etc.)

[ଦ୍ରଷ୍ଟବ୍ୟ —ସଂସ୍କୃତରେ ଏହା ବାକ୍ୟର ଆଦ୍ୟରେ ବ୍ୟବହୃତ ହୁଏ]