Jump to content

ନନ୍ଦକିଶୋର ଦାସ(ରାୟ ବାହାଦୁର)

ଉଇକିଅଭିଧାନ‌ରୁ

ନନ୍ଦକିଶୋର ଦାସ(ରାୟ ବାହାଦୁର)

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଗଭର୍ଣ୍ଣ— ମେଣ୍ଟଙ୍କଦ୍ୱାରା ସମ୍ମାନିତ ଓ ଉଚ୍ଚ— ଅଧିକାର ପ୍ରାପ୍ତ ଉତ୍କଳର ଜନୈକ ବ୍ୟକ୍ତି—

[ଦ୍ରଷ୍ଟବ୍ୟ —ଏ ଓଡ଼ିଆ କରଣ କୁଳରେ ୧୨୫୨: ସାଲ (ଇଂରାଜୀ - ୧୮୪୫: ମସିହା) ଜ୍ୟେଷ୍ଠ ମାସରେ ଜନ୍ମଗ୍ରହଣ କରି ୧୩୧: ସାଲ (୧୮୯୪: ମସିହା) ଚୈତ୍ର ମାସରେ ଇହଧାମ ପରିତ୍ୟାଗ କରିଥିଲେ କଟକ ଜିଲ୍ଲାର ଜୟପୁର ଗ୍ରାମ ଏହାଙ୍କର ଜନ୍ମଭୂମି ଏହାଙ୍କ ପିତା ନରସିଂହଚରଣ ମଧ୍ୟ ଏହାଙ୍କ ପରି ଉଚ୍ଚ ରାଜପଦ ଲାଭ କରିଥିଲେ ଏ ଉତ୍କଳର କଲ୍ୟାଣ ନିମନ୍ତେ ସର୍ବଦା ଚେଷ୍ଟିତ ଥିଲେ ଏହାଙ୍କର ପୁତ୍ର ପୌତ୍ରମାନେ ମଧ୍ୟ ଉଚ୍ଚ ରାଜପଦବୀମାନ ଅଳଙ୍କୃତ କରିଥିଲେ ଓ ଅଛନ୍ତି ଶିକ୍ଷିତ ଓଡ଼ିଆମାନଙ୍କ ମଧ୍ୟରୁ ଏ ପ୍ରଥମେ ଜିଲ୍ଲା ମାଜିଷ୍ଟ୍ରେଟ୍ ପଦ ଲାଭ କରିଥିଲେ]