Jump to content

ନନ୍ଦଦ

ଉଇକିଅଭିଧାନ‌ରୁ

ନନ୍ଦଦ

ଉଚ୍ଚାରଣ

[ସମ୍ପାଦନା]
(ନନ୍ଦଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନନ୍ଦ+ଦା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଆନନ୍ଦଦାୟକ — Delightful; giving joy.

ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]

ପୁତ୍ର (ହିନ୍ଦୀ - ଶ.) —Son.