ନନ୍ଦନା
କନ୍ୟା; ଝିଅ — Daughter.
ଘସ୍ରନାଥ ନନ୍ଦନା, ଅନାଉଣିକି ମନା, କରୁ ଯା ଆଉଁ ହଟି ଚାହିଁ ଲୁ ଗୋ କବିସୂର୍ଯ୍ୟ. କିଶୋରୀଚମ୍ପୁ ଘ ଗୀତ